ରକ୍ତ ସମ୍ପର୍କରେ କଳଙ୍କ ! ସାଙ୍ଗଙ୍କ ସହ ମିଶି ଦିବ୍ୟାଙ୍ଗ ଭଉଣୀକୁ ଦୁଷ୍କର୍ମ କଲା ବଡ଼ବାପା ପୁଅ ଭାଇ

କାକଟପୁର (କେନ୍ୟୁଜ): ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ବଡ଼ବାପାଙ୍କ ପୁଅ ଓ ତାର ୩ ସାଙ୍ଗ ଦୁଷ୍କର୍ମ କରିଥିବା ଅଭିଯୋଗ । ଏଭଳି ଲଜ୍ଜାଜନକ ଘଟଣା ଘଟିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅଞ୍ଚଳରେ । ଏ ନେଇ ପୀଡ଼ିତାଙ୍କ ମା’ ଅସ୍ତରଙ୍ଗ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୁକ୍ତ ବଡ଼ବାପାଙ୍କ ପୁଅ ଅଟକ ଥିବା ବେଳେ ଅନ୍ୟ ୩ ଜଣ ଫେରାର ଅଛନ୍ତି । ପୀଡ଼ିତାଙ୍କୁ ଡାକ୍ତରୀ ମଇନା ପାଇଁ ପଠାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.