୨୫ କୋଟି ଟଙ୍କା ବ୍ୟୟରେ ଅନୁଗୋଳରେ ହେବ ଡିଜିଟାଲ ବ୍ଲାକ ଡାଏମଣ୍ଡ ମ୍ୟୁଜିୟମ୍ , ଗବେଷକ ଓ ଛାତ୍ରଛାତ୍ରୀ ପାଇବେ ଅନେକ ଲାଭ

ଅନୁଗୋଳ: ଅନୁଗୋଳ ଜିଲ୍ଲାରେ ହେବ ଡିଜିଟାଲ ବ୍ଲାକ ଡାଏମଣ୍ଡ ମ୍ୟୁଜିୟମ୍ । ସାଢ଼େ ତିନି ଏକର ପରିମିତ ଜାଗାରେ ନିର୍ମାଣ ହେବ ଅଟାଳିକା । ୨୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଅତ୍ୟାଧୁନିକ ମ୍ୟୁଜିୟମ୍ ।

ଏହି ମ୍ୟୁଜିୟମ୍ ରେ କୋଇଲା ସମ୍ପର୍କିତ ଅନେକ ତଥ୍ୟ ରହିବ। କୋଇଲା କେବେ ଉତ୍ପତି ହୋଇଥିଲା। କୋଇଲାକୁ ଖନନ ସମୟରେ କିଭଳି ବିସ୍ଫୋରଣ କରାନଯାଇ ଖନନ କରାଯାଇପାରିବ,ସେ ସବୁ ତଥ୍ୟ ରହିବ। ଏହା ଦ୍ୱାରା ଗବେଷକ ଓ ଛାତ୍ରଛାତ୍ରୀ ଲାଭ ପାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.