ନୂଆପଡ଼ାରେ ପୋଲିସ ଡିଜି ୱାଇ.ବି ଖୁରାନିଆ, ମାଓ ମୁକାବିଲା ରଣନୀତି ନେଇ ଡିଜିପିଙ୍କ ସମୀକ୍ଷା

ନୂଆପଡ଼ା: ନୂଆପଡ଼ାରେ ପୋଲିସ ଡିଜି ୱାଇ.ବି ଖୁରାନିଆ । ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଚାଲିଛି ଡିଜିପିଙ୍କ ମାଓ ମୁକାବିଲା ସମୀକ୍ଷା ବୈଠକ । ନୂଆପଡା ଜିଲ୍ଲା ସୀମାନ୍ତ ଛତିଶଗଡ ଗରିଆବନ୍ଧ କୁଲ୍ହାରୀଘାଟ ସଂରକ୍ଷିତ ଜଙ୍ଗଲରେ ପୋଲିସ ଏନକାଉଣ୍ଟରରେ ୧୪ ନକ୍ସଲ ନିପାତ ହୋଇଥିଲେ।
ଏହି ଏନକାଉଣ୍ଟରରେ ସାମିଲ ହୋଇଥିବା ନୂଆପଡା ଜିଲ୍ଲା ପୋଲିସର ବରିଷ୍ଠ ଅଧିକାରୀ ଓ ଯବାନମାନଙ୍କୁ ପ୍ରଶଂସା କଲେ DGP ।
Also read:ମାଓ ମୁକାବିଲା ସମୀକ୍ଷା ବୈଠକ : ୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶରୁ ମୂଳପୋଛ ହେବେ ନକ୍ସଲ, କହିଲେ-ଗୃହମନ୍ତ୍ରୀ ଅମିତ ଶାହ