ରାଜ୍ୟ

ଅର୍କୁରିଆ ଚଳଚ୍ଚିତ୍ର ଉତ୍ସବରେ ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆଙ୍କ “ଶୂନ୍ୟ ସ୍ୱରୂପ” ଚଳଚ୍ଚିତ୍ର ପ୍ରଦର୍ଶିତ

କୋଲକାତା ସ୍ଥିତ ଭାରତ ସରକାରଙ୍କ ସତ୍ୟଜିତ ରାୟ ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଠାରେ ଅନୁଷ୍ଠିତ ଅର୍କୁରିଆ ଚଳଚ୍ଚିତ୍ର ଉତ୍ସବରେ ପ୍ରଖ୍ୟାତ ସିନେ ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆଙ୍କ ନିର୍ଦ୍ଦେଶିତ “ଶୂନ୍ୟ ସ୍ୱରୂପ” ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଛି।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସୂଚନା ପ୍ରସାରଣ ବିଭାଗ ସଚିବ ସଞ୍ଜୟ ଜାଯୁ, ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ ଏବଂ ରେଜିଷ୍ଟ୍ରାର ଶୁଶୃତ ଶର୍ମା, ଡିନ ବିପିନ ବିଜୟ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନା ପ୍ରସାରଣ ସଚିବ ଶ୍ରୀ ଜାଯୁ କହିଥିଲେ, ଏଭଳି ମୂଲ୍ୟବୋଧ ଭିତ୍ତିକ ଚଳଚ୍ଚିତ୍ରକୁ ଦେଖି ସେ ଅଭିଭୂତ। ଏହି ଚଳଚ୍ଚିତ୍ରକୁ ଭାରତ ସରକାର ସଂରକ୍ଷଣ କରିଛି।

ସେ ଏସଆରଏଫଟିଆଇ ନିର୍ଦ୍ଦେଶକ ଶ୍ରୀ ଖଟୁଆଙ୍କ ଭୂମିକା ଓ ତାଙ୍କ ସର୍ଜନାତ୍ମକ ଦିଗକୁ ଭୂୟସୀ ପ୍ରଶଂସା କରିଥିଲେ। ଏସଆରଏଫଟିଆଇର ବିଭିନ୍ନ ବିଭାଗ ଓ ପ୍ରମୋଦ ପତି ସିନେମା ଆର୍ଟ ଆଣ୍ଡ ଟେକ୍ନୋଲୋଜି ମିଉଜିଅମକୁ ପରିଦର୍ଶନ କରିଥିଲେ। ଏକ ସପ୍ତାହ ମଧ୍ୟରେ ପ୍ରଦର୍ଶିତ ୧୮ଟି ଚଳଚ୍ଚିତ୍ର ମଧ୍ୟରୁ ଏକମାତ୍ର ଏହି ଓଡ଼ିଆ ଚଳଚ୍ଚିତ୍ର ଶୂନ୍ୟ ସ୍ୱରୂପ ପ୍ରଦର୍ଶିତ ହୋଇଥିଲା।

Niharanjan

Recent Posts

ସ୍କୁଲରେ ପାଠ ପଢ଼ାଇବେ ଅବସରପ୍ରାପ୍ତ ଅତିଥି ଶିକ୍ଷକ

ଭୁବନେଶ୍ୱର: ଅବସରପ୍ରାପ୍ତ ଅତିଥି ଶିକ୍ଷକ ପାଠ ପଢ଼ାଇବେ। ସେମାନଙ୍କ ସହ ଏଗ୍ରିମେଣ୍ଟ ହେବ, ଅଧିକ ଆଲୋଚନା ହୋଇ ନିଯୁକ୍ତି ଦିଆଯିବ।…

5 mins ago

୨ ନକଲି ନକ୍ସଲ ଗିରଫ, ଜୟପୁର ଏସଡିପିଓଙ୍କ ସୂଚନା

କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…

20 mins ago

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

37 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

49 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

59 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

1 hour ago