କଟକ : ମହିଳାଙ୍କ ହାତରୁ ଖିର ପିଇଲେ ଆଣ୍ଠୁଆ ଗୋପାଳ । ଏମିତି କିଛି ଅଲୌକିକ ଘଟଣା ଦେଖିବାକୁ ମିଳିଛି କଟକରେ । କଟକ ସିଡିଏ ସେକ୍ଟର ୭ ଅଞ୍ଚଳରେ ରହୁଥିବା ଆରାଧନା ମହାନ୍ତି ଗତ ଶୁକ୍ରବାର ସନ୍ଧ୍ୟା ସମୟରେ ସବୁଦିନ ଭଳି ପିତଳ ଚାମଚରେ କ୍ଷୀର ଖୁଆଇବା ଆରମ୍ଭ କରିଥିଲେ । ହେଲେ ସେତେବେଳେ ଠାକୁର କ୍ଷୀର ପିଇବା ଆରମ୍ଭ କରିଥିଲେ । ଏହି ଘଟଣା ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହା ପରେ ଆରାଧନାଙ୍କ ଘରେ ଭକ୍ତିର ମାହୋଲ ସୃଷ୍ଟି ହୋଇଥିଲା ।
View this post on Instagram