ସୂର୍ଯ୍ୟ ଉଇଁବ, ସୂର୍ଯ୍ୟ ଅସ୍ତ ହେବ କିନ୍ତୁ ତମ କଞ୍ଜୁସ୍‌ ଓ ତମ ଖଡୁଶ୍‌ ଆଉ ନଥିବ: ଡିଜେ ଆଜେକ୍ସଙ୍କ ଶେଷ କଥା

ବବିହ୍ଵଳ ହୋଇ କିଛି ଫଟୋ ଓ ଅଡିଓ ପଠାଇଥିଲେ । ଅଡିଓରେ ଥିଲା ସୂର୍ଯ୍ୟ ଉଇଁବ, ସୂର୍ଯ୍ୟ ଅସ୍ତ ହେବ କିନ୍ତୁ ତମ କଞ୍ଜୁସ୍‌ ଓ ତମ ଖଡୁଶ୍‌ ଆଉ ନଥିବ । ତମେ ଇମେଲ୍‌ ପାଇଲା ବେଳକୁ ଆଜେସ୍କ ଆଉ ନଥିବ ଏହି ଦୁନିଆରେ ।

କେନ୍ୟୁଜ୍(ବ୍ୟୁରୋ): ମୃତ୍ୟୁ ପୂର୍ବରୁ ଆଜେସ୍କଙ୍କ ଶେଷ ଇମେଲ୍‌ । ସାମ୍ନାକୁ ଆସିଲା ଡିଜେ ଆଜେକ୍ସଙ୍କ ଆତ୍ମହତ୍ୟା ପୂର୍ବର ପ୍ରେମିକାକୁ ଶେଷ ଇମେଲ୍‌ । ମୃତ୍ୟୁ ପୂର୍ବରୁ ପ୍ରେମିକା ଜିଜ୍ଞାସାଙ୍କୁ ଶେଷ ଇମେଲ୍‌ କରିଥିଲେ ଆଜେସ୍କ । ଭାବବିହ୍ଵଳ ହୋଇ କିଛି ଫଟୋ ଓ ଅଡିଓ ପଠାଇଥିଲେ । ଅଡିଓରେ ଥିଲା ସୂର୍ଯ୍ୟ ଉଇଁବ, ସୂର୍ଯ୍ୟ ଅସ୍ତ ହେବ କିନ୍ତୁ ତମ କଞ୍ଜୁସ୍‌ ଓ ତମ ଖଡୁଶ୍‌ ଆଉ ନଥିବ ।

ତମେ ଇମେଲ୍‌ ପାଇଲା ବେଳକୁ ଆଜେସ୍କ ଆଉ ନଥିବ ଏହି ଦୁନିଆରେ । ଆଜେସ୍କଙ୍କ କମ୍ପ୍ୟୁଟରରୁ ଏହି ଇମେଲ୍‌ ପାଇଛନ୍ତି ପରିବାର ଲୋକ । ଅଡିଓରେ ରଶ୍ମିଙ୍କ କଥା ମଧ୍ୟ ରହିଛି। ଶେଷରେ ମୁଁ ଦୁନିଆରୁ ବିଦାୟ ନେଉଛି ବୋଲି ଅଡିଓରେ ରହିଛି । ତୁମେ ଯେବେ ମେସେଜ୍‌ ପଢିବ , ଆଉ ମୁଁ ଦୁନିଆରେ ନଥିବି ବୋଲି ଅଡିଓରେ ରହିଛି।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.