୧୦୫ ବର୍ଷୀୟ ମୃତ ବୃଦ୍ଧଙ୍କ ନିଆରା ଢଙ୍ଗରେ ସତ୍କାର କଲେ ଗ୍ରାମବାସୀ, ଡିଜେ ସହ ହେଲା ଶବ ଶୋଭାଯାତ୍ରା

ନିଆରା ଢଙ୍ଗରେ ମୃତଦେହ ସତ୍କାର କଲେ ଗ୍ରାମବାସୀ । ବରଗଡ଼ ଜିଲ୍ଲା ତବଡ଼ା ପଞ୍ଚାୟତ କଳଙ୍ଗାପାଳି ଗାଁର କୁଶ ମେହେରଙ୍କର ନିଆରା ଢଙ୍ଗରେ ମୃତଦେହ ସତ୍କାର କଲେ ଗ୍ରାମବାସୀ। ୧୦୫ ବର୍ଷରେ କୁଶ ମେହେରଙ୍କର ମୃତ୍ୟୁ ହୋଇଥିଲା। ସମାଜର ରୀତିନୀତି ଅନୁଯାୟୀ ଘରଠୁ ମଶାଣୀ ଯାଏ ନିଆରା ଭାବେ ବୃଦ୍ଧ କୁଶ ମେହେରଙ୍କୁ ବିଦାୟ ଦେଉଥିବା ଦୃଶ୍ୟ ଅଞ୍ଚଳବାସୀଙ୍କୁ ଚକିତ କରିଥିଲା ଥିଲା।

 ବରଗଡ଼(କେନ୍ୟୁଜ୍): ନିଆରା ଢଙ୍ଗରେ ମୃତଦେହ ସତ୍କାର କଲେ ଗ୍ରାମବାସୀ । ବରଗଡ଼ ଜିଲ୍ଲା ତବଡ଼ା ପଞ୍ଚାୟତ କଳଙ୍ଗାପାଳି ଗାଁର କୁଶ ମେହେରଙ୍କର ନିଆରା ଢଙ୍ଗରେ ମୃତଦେହ ସତ୍କାର କଲେ ଗ୍ରାମବାସୀ। ୧୦୫ ବର୍ଷରେ କୁଶ ମେହେରଙ୍କର ମୃତ୍ୟୁ ହୋଇଥିଲା। ସମାଜର ରୀତିନୀତି ଅନୁଯାୟୀ ଘରଠୁ ମଶାଣୀ ଯାଏ ନିଆରା ଭାବେ ବୃଦ୍ଧ କୁଶ ମେହେରଙ୍କୁ ବିଦାୟ ଦେଉଥିବା ଦୃଶ୍ୟ ଅଞ୍ଚଳବାସୀଙ୍କୁ ଚକିତ କରିଥିଲା ଥିଲା।

କୁଶ ମେହେରଙ୍କ ପରିବାର ପକ୍ଷରୁ ଡିଜେ ସାଉଣ୍ଡ ସହ ଶୋଭାଯାତ୍ରା କରାଯାଇଥିଲା। ପରିବାର ବର୍ଗ , ବନ୍ଧୁବାନ୍ଧବ ଓ ଆତ୍ମୀୟ ସ୍ୱଜନ ଗାଁ ଦାଣ୍ଡରେ ହସ ଉଲ୍ଲାସର ନାଚି ନାଚି କୁଶ ମେହେରଙ୍କୁ ଅନ୍ତିମ ବିଦାୟ ଦେଇଥିଲେ। ପରେ କୁଶ ମେହେରଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।