କେନ୍ଦୁଝର (କେନ୍ୟୁଜ୍) : କେନ୍ଦୁଝର ଜିଲ୍ଲାରେ ଅଭାବନୀୟ ଘଟଣା । ଜିଲ୍ଲାର ବାଂଶପାଳ ବ୍ଲକ୍ ଉପର ରାଇଗୋଡ଼ା ଛଡ଼ାଡିହି ଗାଁର ପଦ୍ମିନୀ ବେହେରା ପ୍ରସବ ପାଇଁ ହସ୍ପିଟାଲ ଯିବା ବାଟରେ ଆମ୍ବୁଲାନ୍ସରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ଛଡ଼ାଡିହି ଗାଁକୁ ପକ୍କା ରାସ୍ତା ନଥିବାରୁ କୌଣସି ଗାଡ଼ି ଯାଇପାରେନି ।
ପଦ୍ମିନୀ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଆଶା ଦିିଦି ଆସିଲେ ନାହିଁ । ଫଳରେ ତାଙ୍କୁ ଦୋଳାରେ ପ୍ରାୟ ୫ କିଲୋମିଟର ବୋହି ନେବାକୁ ପଡ଼ଥିଲା । ତାପରେ ଆମ୍ବୁଲାନ୍ସ ଆସିବାରୁ ପ୍ରଥମେ ବାଂଶପାଳ ଡାକ୍ତରଖାନା ନିଆ ଯାଇଥିଲା । ସେଠି ଡାକ୍ତର ତାଙ୍କୁ କେନ୍ଦୁଝର ଡାକ୍ତରଖାନା ନେଇଯିବାକୁ କହିଥିଲେ । କେନ୍ଦୁଝର ଯିବା ରାସ୍ତାରେ ପଦ୍ମିନୀ ଆମ୍ବୁଲାନ୍ସରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି ।
ରାଜଧାନୀ ଦିଲ୍ଲୀର ପ୍ରେମ୍ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…
ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…
ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…
ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…
ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…
ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…