ଭୁବନେଶ୍ୱର : ରେଳ ଷ୍ଟେସନ ନିକଟରୁ ଡାକ୍ତରଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର (କେନ୍ଯୁଜ୍) : ରେଳ ଷ୍ଟେସନ ନିକଟରୁ ମୃତଦେହ ଉଦ୍ଧାର । ରେଳ ଧାରଣାରୁ ଅବସରପ୍ରାପ୍ତ ଡାକ୍ତର ରବୀନ୍ଦ୍ର ରଥଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଟ୍ରେନ୍ରୁ ଖସି ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।
ହେଲେ ତାଙ୍କ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ପୂର୍ବରୁ ବରଗଡ଼ ମେଡିକାଲରେ କାର୍ୟ୍ୟରତ ଥିଲେ ରବୀନ୍ଦ୍ର ନାଥ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।