ଦୀର୍ଘ ଦଶନ୍ଧି ପରେ ଚିଲିକାର ପାଲୁର୍‌ କେନାଲରେ ଡଲଫିନ୍‌ ଦୃଶ୍ୟମାନ

ଚିଲିକା: ଚିଲିକା ପାଲୁର୍‌ କେନାଲରେ ଡଲଫିନ୍‌ । ଦୀର୍ଘ ଦଶନ୍ଧି ପରେ ଦୃଶ୍ୟମାନେ ହୋଇଛି । ଇଏ ହେଉଛି ସେହି ଡଲଫିନ୍‌ । ପାଣିରେ ଏପଟ ସେପଟ ହେଉଥିବା ବେଳେ ନଜର ଆସିଛି । କୁହାଯାଉଛି, କେନାଲର ଉପମୁଣ୍ଡରେ ଖନ୍ଦା ହଟାଇବା ଓ ଚିଙ୍ଗୁଡ଼ି ଘେରି ସଫା କରିବା ପରେ ଡଲଫିନ୍‌ ପାଲୁର କେନାଲରେ ଦେଖିବାକୁ ମିଳିଛି । ଜଳସ୍ତର ବୃଦ୍ଧି ଓ ପ୍ରଚୁର ଖାଦ୍ୟ ମିଳିବାରୁ ଏହି ଅଞ୍ଚଳକୁ ଡଲଫିନ୍‌ ଆସିଥିବା ବିଶେଷଜ୍ଞ କହିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.