ଡାକ୍ତର ହେବ ତ ଏମିତି: ଯିଏ ଗରିବ ଲୋକଙ୍କ ପାଇଁ ପଦ୍ମପୁର ସହରରେ ଆରମ୍ଭ କଲେ ଏକ ଟଙ୍କିଆ କ୍ଳିନିକ୍

ପଦ୍ମପୁର(କେନ୍ଯୁଜ୍): ଟଙ୍କାଟିଏରେ ରୋଗୀ ଚିକିତ୍ସା । ବର୍ତ୍ତମାନର ମହଙ୍ଗା ଯୁଗରେ ରୋଗୀଙ୍କ ସେବା ପ୍ରତି ଡାକ୍ତରଙ୍କ ଉଦ୍ୟମ ବେସ୍‌ ପ୍ରଂଶାସ ସାଉଁଟିଛି । ପଦ୍ମପୁର ଉପଖଣ୍ଡ ଭଳି ଉପାନ୍ତ ଅଞ୍ଚଳର ଲୋକେ ଚିକିତ୍ସା ପାଇଁ ବୁର୍ଲା, କଟକ ଯାଇ ବହୁ ଖର୍ଚ୍ଚାନ୍ତ ହେଉଛନ୍ତି । ଏହାକୁ ଦେଖି ବୁର୍ଲା ଭିମସାରର ଡାକ୍ତର ଶଙ୍କର ରାମଚନ୍ଦାନୀ ଏକ ଟଙ୍କାରେ ଚିକିତ୍ସା ଯୋଗାଇ ଦେଉଛନ୍ତି ।

ଗରିବ ଲୋକଙ୍କୁ ବିନା ମୂଲ୍ୟରେ ଔଷଧ ଯୋଗାଇ ଦେଉଛନ୍ତି । ସ୍ୱାଧୀନତା ଦିବସ ଅବସରରେ ପଦ୍ମପୁର ସହରରେ ତାଙ୍କର ଏକ ଟଙ୍କିଆ କ୍ଳିନିକ ଆରମ୍ଭ କରିଛନ୍ତି । ଡାକ୍ତରଙ୍କ ମାଗଣା ଚିକିତ୍ସା ପାଇ ଖୁସି ବ୍ୟକ୍ତ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.