କନ୍ଧମାଳ : ରାସ୍ତା ନଥିବା ଏବଂ ଆମ୍ବୁଲାନ୍ସ ନଆସିବା କାରଣରୁ ମୃତ୍ୟୁ ଅଭିଯୋଗ

କନ୍ଧମାଳ (କେନ୍ୟୁଜ୍) : ରାସ୍ତା ନଥିବା ଏବଂ ଆମ୍ବୁଲାନ୍ସ ନଆସିବା କାରଣରୁ ମୃତ୍ୟୁ ଅଭିଯୋଗ । ମୃତକ ହେଲେ କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଳକ ପରମପାଙ୍ଗା ପଞ୍ଚାୟତ ପାଙ୍ଗୁରିମିଲା ଗାଁର ଡହେ ମଲ୍ଲିକ ବିଲକାମ ସାରି ସିଙ୍ଗୁରପାଲି ନଦୀ ପାର ହୋଇ ଆସିବା ସମୟରେ ଭାସିଯାଇଥିଲେ। ଉଦ୍ଧାର କରି ରାସ୍ତା ନଥିବାରୁ ପାଙ୍ଗୁରମିଲାରୁ ଡୁଙ୍ଗେରୀ ଯାଏଁ ୮ କିଲୋମିଟର ବାଟ ଖଟିଆରେ ବୋହି ନେବାବେଳେ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.