ଲଗାଣ ବର୍ଷା ଯୋଗୁଁ କଟକରେ ସ୍କୁଲ ବନ୍ଦ

କଟକ: ଲଗାଣ ବର୍ଷାରେ ଉବୁଟୁବୁ ସିଲଭର ସିଟି। ଅନେକ ଅଞ୍ଚଳ ଏବେ ପାଣି ଘେରରେ। ବିଶେଷକରି ସହରର ତଳି ଅଞ୍ଚଳରେ ପାଣି ଜମି ରହିଛି। ଫଳରେ ଜାନବାହାନ ଚଳାଚଳ ପ୍ରଭାବିତ ହୋଇଛି। ଗତକାଲି ରାତିରୁ ମୂଷଳ ଧାରାରେ ବର୍ଷା ଲାଗି ରହିଛି। ସେପଟେ ପ୍ରବଳ ବର୍ଷାକୁ ଦେଖି ଦିନକ ପାଇଁ ପାଣି ଘେରରେ ଥିବା ସ୍କୁଲର କ୍ଲାସ ସସପେଣ୍ଡ କରାଯାଇଛି। ଜିଲ୍ଲା ଶିକ୍ଷାଧିକାରୀ ଏହି ସୂଚନା ଦେଇଛନ୍ତି।

 

Leave A Reply

Your email address will not be published.