କୋରାପୁଟ : ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଯୋଗୁ ଦକ୍ଷିଣ ଓଡ଼ିଶା ବେହାଲ । କୋରାପୁଟ ଜିଲ୍ଲାରେ ବନ୍ୟା ସ୍ଥିତି । ବିଭିନ୍ନ ନଦୀର ଜଳସ୍ତର ବଢିବାରେ ଲାଗିଛି । ସତୀ ନଦୀ ଓ କୋଲାବ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଅନେକ ଗାଁରେ ଜଳବନ୍ଦୀ ସ୍ଥିତି । ଗମନାଗମନ ବିଛିନ୍ନ । ଚାଷ ଜମିରେ ମାଡ଼ି ଯାଇଛି ପାଣି । ବାଲିଆ ଓ ପଲିଗୁଡା ସମେତ ଖୁଡୁ଼ପୀ ଦୁର୍ଗାଭଟା ଗାଁରେ ବ୍ୟାପକ ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି ।
You might also like