ଅପମିଶ୍ରିତ ତୈଳ କାରଖାନାରେ ଚଢାଉ : ଜବତ ହେଲା ୨୫ଶହ ଲିଟର ନକଲି ଡିଜେଲ

ଗଂଜାମ : ପାଟପୁର ଥାନା ଭାଲିଆ ଝୋଳା ଛକଠାରେ ଚାଲିଥିବା ଅପମିଶ୍ରିତ ତୈଳ କାରଖାନା ଉପରେ ଚଢାଉ କରିଛି ପ୍ରଶାସନ । ଚଢାଉବେଳେ କାରଖାନାର ମାଲିକ ଓ କର୍ମଚାରୀ ଚମ୍ପଟ ମାରିଥିବା ବେଳେ କାରଖାନାକୁ ସିଲ କରିଦିଆଯାଇଛି । ହାଲିଆଝୋଳାରେ କିରୋସିନିରେ ବିଭିନ୍ନ ରାସାୟନିକ ସାମଗ୍ରୀ ମିଶାଇ ପେଟ୍ରୋଲ ଓ ଡିଜେଲରେ ପରିଣତ କରାଯାଇ ବିକ୍ରି କରାଯିଉଥିବା ଜଣାପଡ଼ିଥିଲା । ଏ ସଂପର୍କରେ ଖବର ପାଇ ବ୍ରହ୍ମପୁର ଉପଜିଲ୍ଲାପାଳ କାରଖାନାରରେ ଚଢାଉ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.