ଆଖଣ୍ଡଳମଣି ପୀଠରେ ପାଳିତ ହେଉଛି ସର୍ବ ପୁରାତନ ଦୁର୍ଗା ପୂଜା

ଚାନ୍ଦବାଲି(କେନ୍ୟୁଜ୍): ଭଦ୍ରକ ଜିଲ୍ଲା ଆରଡ଼ି ଆଖଣ୍ଡଳମଣି ପୀଠରେ ପାଳିତ ହେଉଛି ସର୍ବପୁରାତନ ଦୁର୍ଗାପୂଜା। ମନ୍ଦିର ପରିସରରେ ଥିବା ପୀଠ ଦେବୀଙ୍କ ପାଖରେ ରୀତିନୀତି ଅନୁସାରେ ପୂଜା କରାଯାଉଛି  ସେହିପରି ପାଖାପାଖି ଦେଢ଼ଶହ ବର୍ଷ ହେଲା ପୂଜା ମଣ୍ଡପରେ ମା ଦୁର୍ଗାଙ୍କ ମୃଣୟ ମୂର୍ତ୍ତି ପୂଜା ପାଇଆସୁଛନ୍ତି।

ଗତକାଲି ଏକ ଶୋଭାଯାତ୍ରାରେ ମାଙ୍କ ଘାଟ ସ୍ଥାପନ କରାଯାଇ ମାଙ୍କୁ ଆବାହନ କରାଯାଇଥିଲା। ଆଜି ମାଙ୍କ ପାଖରେ ଅଷ୍ଟମୀ ପୂଜା ଛାଲିଛି। ରାତିରେ ଦୁର୍ଗାଙ୍କ ପାଖରେ ଯଜ୍ଞ, ଷୋଡଶ ଉପଚାର ପୂଜା ଅନୁଷ୍ଠିତ ହେବ।  ତେବେ ଆଜି ସୋମବାର ଥିବାରୁ ହଜାର ହାଜର ଭକ୍ତ ମାଙ୍କ ଦର୍ଶନ କରି ଆଶିଷ ଲାଭ କରିଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.