ମାଲକାନଗରି ଜିଲ୍ଲା ପୋଲିସ୍‌କୁ ସଫଳତା: ଜଙ୍ଗଲରେ କୁମ୍ବିଂ ଅପରେସନ୍‌ ବେଳେ ମିଳିଲା ବିପୁଳ ପରିମାଣର ମାଓ ବିସ୍ଫୋରକ ସାମଗ୍ରୀ

ମାଲକାନଗରି(କେନ୍ୟୁଜ୍): ମାଲକାନଗରି ଜିଲ୍ଲା ପୋଲିସ୍‌କୁ ସଫଳତା । ଜଙ୍ଗଲରେ କୁମ୍ବିଂ ଅପରେସନ୍‌ ବେଳେ ମିଳିଲା ଦୁଇଟି ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ଫୋରକ ସାମଗ୍ରୀ ।

ସହିଦ ସପ୍ତାହ ବେଳେ ପୋଲିସକୁ ଟାର୍ଗେଟ କରି ମାଓବାଦୀ ଏସବୁ ଖଞ୍ଜିଥିବା ଜଣାପଡିଛି । କୁମ୍ବି ଅପରେସନ୍‌ ବେଳେ ଏସବୁ ଜବତ କରିଛି । SOG, DVF ଏବଂ BSF ଜବାନଙ୍କ ଅପରେସନ ବେଳେ ଏହି ସଫଳତା ମିଳିଛି । ଏବେବି ସ୍ୱାଭିମାନ ଅଞ୍ଚଳରେ ପୋଲିସର ସର୍ଚ୍ଚ ଅପରେସନ ଜାରି ରହିଥିବା ସୂଚନା ଦେଇଛନ୍ତି ମାଲକାନଗିରି ଏସପି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.