ଖଣି ବ୍ୟବସାୟୀଙ୍କ ଘରୁ ୫୦ ଲକ୍ଷ ଟଙ୍କାର ନଗଦ କ୍ୟାସ ଜବତ

ଭୁବନେଶ୍ୱର (କେନ୍ୟୁଜ୍‌) : ଖଣି ବ୍ୟବସାୟୀ ଜିତୁ ପଟନାୟକଙ୍କ ଘରେ ଚାଲିଛି ଇଡି ରେଡ୍‌। ଏହି ରେଡ୍‌ ବେଳେ ତାଙ୍କ ଘରୁ ୫୦ ଲକ୍ଷରୁ ଅଧିକ ଟଙ୍କାର ନଗଦ କ୍ୟାସ ଜବତ ହୋଇଥିବା ସୂଚନା ମିଳିଛି । ଯୋଡ଼ା ଓ ଭୁବନେଶ୍ୱର ସ୍ଥିତ ଘରୁ ହାର୍ଡଡିସ୍କ, ବ୍ୟାଙ୍କ ପାସବୁକ,ଫିକ୍ସଡ ଡିପୋଜିଟ୍‌, ଇନ୍ସୁରାନ୍ସ କାଗଜପତ୍ର ଜବତ ହୋଇଛି । ବେଆଇନ ଖଣି ଖନନ ମାମଲାରେ ଆଜି ଭୋରରୁ ୪ଟି ସ୍ଥାନରେ ରେଡ୍‌ କରାଯାଉଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.