ଆଜି ପବିତ୍ର ଇଦ୍ : ବିଭିନ୍ନ ମସଜିଦ ଓ ଇଦଗାରେ ଲାଗିଛି ଭିଡ଼

ଭୁବେନଶ୍ୱର : ଆଜି ପବିତ୍ର ଇଦ୍ । ମୁସଲମାନ ସମ୍ପ୍ରଦାୟର ବଡ଼ ପର୍ବ । ଏଥିପାଇଁ ବିଭିନ୍ନ ମସଜିଦ ଓ ଇଦଗାରେ ଲାଗିଛି ଭିଡ଼ । ନୂଆ ପୋଷାକ ପିନ୍ଧି ସମୂହ ନମାଜ ପାଠ କରିଛନ୍ତି ମୁସଲମାନମାନେ । ଏଥିସହ ପରସ୍ପରକୁ ଜଣାଇଛନ୍ତି ଇଦ୍ ମୁବାରକ । ମାସକର ରୋଜା ପରେ ମୁସଲମାନମାନେ ଇଦ୍  ପାଳୁଛନ୍ତି । ଇଦ ପାଇଁ ଘେର ଘେର ବିରିୟାନୀ, ଲଚ୍ଛା ଭଳି ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରାଯାଉଛି ।

You might also like