ଦିଶିଲା ଚାନ୍ଦ, ଆସନ୍ତାକାଲି ପାଳିତ ହେବ ଇଦ ଉଲ ଫିତର

ଦିଶିଲା ଚାନ୍ଦ। ଆସନ୍ତାକାଲି ପାଳିତ ହେବ ଇଦ ଉଲ ଫିତର। ମୁସଲମାନ ସମ୍ପ୍ରଦାୟର ବଡ଼ ପର୍ବ ଇଦ। କଟକ ଅଞ୍ଜୁମାନ ଇସଲାମିଆ ଚାନ୍ଦ କମିଟି ପକ୍ଷରୁ ସୂଚନା। ସମ୍ବଲପୁର ଓ ସୁନ୍ଦରଗଡରେ ଚାନ୍ଦ ଦିଶିଲା। ଏ ନେଇ ଚାନ୍ଦ କମିଟି ପକ୍ଷରୁ ଆୟୋଜିତ ହୋଇଥିଲା ବୈଠକ।