ବଡଭାଇର ଟାଙ୍ଗିଆ ଚୋଟରେ ସାନ ଭାଇର ମୃତ୍ୟୁ

beatenବୌଦ୍ଧ: ସାନଭାଇକୁ ବଡଭାଇର ହତ୍ୟା। ପୁରୁଣା କଟକ ଜିରାଳ ଗାଁରେ ଘଟିଛି ଅଭାବନୀୟ ଘଟଣା। ବଡଭାଇର ଟାଙ୍ଗିଆ ଚୋଟରେ ସାନ ଭାଇର ମୃତ୍ୟୁ। ଚିକିତ୍ସାଧୀନ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ। ଜମି ବିବାଦକୁ ନେଇ ଆକ୍ରମଣ ହୋଇଥିବା ଜଣା ପଡିଛି, ଝିଆରି ମଧ୍ୟ ଗୁରୁତର ଅଛନ୍ତି। ଏହି ଆକ୍ରମଣରେ ପୁତୁରା,ଭଣଜା ମଧ୍ୟ ସାମିଲ ଥିବା ଜଣାରପଡୁଛି। ଏନେଇ ଥାନାରେ ଏତଲାକରାଯାଇଛି।

Leave A Reply

Your email address will not be published.