ମହାନଦୀ ପାର ହେଉଥିବା ବେଳେ ଭାସିଗଲେ ୭ ହାତୀ, ମୁଣ୍ଡୁଳି ବ୍ରିଜ ନିକଟରେ ଲାଖିଛନ୍ତି ୩ଟି
କଟକ(କେନ୍ଯୁଜ୍): ମହାନଦୀରେ ଭାସିଗଲେ ହାତୀପଲ। ମହାନଦୀ ପାର ହେଉଥିବାବେଳେ ପାଣି ସୁଅରେ ଭାସିଗଲେ ୭ଟି ହାତୀ। ୩ଟି ହାତୀ ମୁଣ୍ଡୁଳି ବ୍ରିଜ ନିଟକରେ ଲାଖି ଲେଖିଛନ୍ତି । ଆଉ ବାକି ହାତୀ ମହାନଦୀରେ ଭାସି ଆଠଗଡ଼ ରେଞ୍ଜର ନୂଆଶାସନ ଗାଁ ନିକଟରେ ଲାଗିଛନ୍ତି।
ମୁଣ୍ଡଳି ବ୍ରିଜରେ ଲାଖିଥିବା ହାତୀକୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ଓ ବନବିଭାଗ ପକ୍ଷରୁ ଚେଷ୍ଟା ଜାରି ରହିଛି। ଆଠଗଡ଼ ପଟୁ ୧୭ ଟିକିଆ ହାତୀପଲ ମହାନଦୀ ପାର୍ ହେଉଥିବାବେଳେ ୯ଟି ହାତୀ ଭାସିଯାଇଥିଲେ।