ବୌଦ୍ଧ: ମାଧପୁର ରେଞ୍ଜ ଅଧିନ ମୁଣ୍ଡେଶ୍ୱର ଜଙ୍ଗଲରେ ଶିକାରୀ ଗୁଳିରେ ଦନ୍ତା ମୃତ

ବୌଦ୍ଧ : ବୌଦ୍ଧ ଜିଲ୍ଲା ମାଧପୁର ରେଞ୍ଜ ଅଧିନ ମୁଣ୍ଡେଶ୍ୱର ଜଙ୍ଗଲରେ ଶିକାରୀଙ୍କ ଗୁଳିରେ ଦନ୍ତା ହାତୀର ମୃତ୍ଯୁ ହୋଇଥିବା ସୂଚନା ମିଳିଛି । ଦୁଃଖର କଥା ମୃତ ହାତୀ ଦେହର ବିଭିନ୍ନ ସ୍ଥାନରେ ଗୁଳି ବାଜିଥିବା ଦେଖିବାକୁ ମିଳିଛି ।

ମୃତ ଦନ୍ତାର ବୟସ ପାଖାପାଖି ୩ବର୍ଷରୁ ଊର୍ଦ୍ଧ୍ୱ ହେବ ବୋଲି ଅନୁମାନ କରାଯାଉଛି । ତେବେ ଖବର ପାଇ ଘଟଣା ସ୍ଥଳରେ ବନବିଭାଗ ପହଁଚି ହାତୀର ମୃତଦେହ ଜବତ କରି ଅନୁସନ୍ଧାନ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.