ସମ୍ବଲପୁର : ସମ୍ବଲପୁର ସଦର ଥାନା ଅନ୍ତର୍ଗତ କେନଘାଟି ପୁରୁଣା ବରଫ ଫେକ୍ଟ୍ରି ଠାରେ ଏନକାଉଣ୍ଟର l ଡକାୟତି କରି ଫେରାର ହେଉଥିବା ବେଳେ ପୋଲିସ ଦ୍ୱାରା ହୋଇଛି ଏନକାଉଣ୍ଟର l ମଦ ଦୋକାନରୁ ଡକାୟତି କରି ଫେରାର ହେଉଥିଲା l 3 ଲକ୍ଷ 20 ହଜ଼ାର ଟଙ୍କା ଲୁଟ କରି ଫେରାର ହେଉଥିଲା ଦୁର୍ବୃତ୍ତ l ଏନକାଉଣ୍ଟର କରାଯାଇଥିବା ଡକାୟତର ନାମ ହେଉଛି ଜାକବ l ସେ କୋରାପୁଟ ଲକ୍ଷ୍ମୀପୁର ଅଂଚଳର l ତା ଗୋଡ଼ରେ ବାଜିଛି ଗୁଳି l ତାକୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି l ତା ସହିତ ଆଉ 12 ଜଣ ଡକାୟତ ମଧ୍ୟ ଗିରଫ ହୋଇଛନ୍ତି l ସମସ୍ତ 12 ଡକାୟତ କୋରାପୁଟ ଓ ରାୟଗଡା ଅଂଚଳର l ସେମାନଙ୍କ ନାମରେ ବିଭିନ୍ନ ଥାନାରେ ବହୁ ଅଭିଯୋଗ ରହିଛି ବୋଲି ପୋଲିସ କହିଛି l
ଭୁବନେଶ୍ୱର : ବାରମ୍ବାର ମୁକୁଳା ଡ୍ରେନରେ ଅଘଟଣ ପରେ ତତ୍ପର ପ୍ରାଶସନ । ମାସକ ଭିତରେ ମୁକୁଳା ଡ୍ରେନ ଉପରେ…
ହଲିଉଡର ଲୋକପ୍ରିୟ ଅଭିନେତା ତମାୟୋ ପେରୀଙ୍କ ମୃତ୍ୟୁ । ଶାର୍କ ଆକ୍ରମଣ କରିବାକୁ ମାତ୍ର ୪୯ ବର୍ଷ ବୟସରେ ତମାୟୋଙ୍କ…
ରାଜଧାନୀ ଦିଲ୍ଲୀର ପ୍ରେମ୍ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…
ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…
ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…
ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…