ପୁଣି ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ , ସୋସିଆଲ୍‌ ମିଡିଆରେ ଘୁରି ବୁଲୁଛି ଇଂରାଜୀ ପ୍ରଶ୍ନପତ୍ର

ବଲାଙ୍ଗିର(କେନ୍ୟୁଜ୍) : ପୁଣି ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ। ଓଡ଼ିଆ ପରେ ଆଜି ଇଂରାଜୀ ପ୍ରଶ୍ନପତ୍ର ସୋସିଆଲ୍‌ ମିଡିଆରେ ଘୁରି ବୁଲୁଛି। ବଲାଙ୍ଗିରରେ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି ଇଂରାଜୀ ପ୍ରଶ୍ନପତ୍ର।ସେଟ୍‌-ଇ ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ସୂଚନା