ଭଦ୍ରକ ଜିଲ୍ଲାରେ କଡାକଡି ପାଳନ କରାଯାଉଛି ଲକ ଡାଉନ ନିର୍ଦ୍ଦେଶ, ଆଜିଠାରୁ ଜିଲ୍ଲାର ସମସ୍ତ ପ୍ରବେଶ ପଥ ସିଲ୍

ଭଦ୍ରକ : ଭଦ୍ରକ ଜିଲ୍ଲାରେ କଡାକଡି ଭାବେ ପାଳନ କରାଯାଉଛି ଲକ ଡାଉନ ନିର୍ଦ୍ଦେଶ। ଆଜିଠାରୁ ଜିଲ୍ଲାର ପ୍ରବେଶ ପଥକୁ ସିଲ କରି ଦିଆଯାଇଛି। ଦିନ ୧୦ଟା ପରେ ସହର ମଧ୍ୟକୁ କାହାରିକୁ ପ୍ରବେଶ କରାଇ ଦିଆଯାଉ ନାହିଁ। ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବା ପାଇଁ ଦିନରେ ଗୋଟିଏ ଥର ସକାଳ ୬ଟାରୁ ପୁର୍ବାହ୍ନ ୧୦ଟା ଯାଏ ପରିବା ଓ ଗ୍ରୋସରି ଦୋକାନ ଖୋଲା ରଖାଯାଉଛି। ଗତ ୬ ଦିନ ମଧ୍ୟରେ ପୋଲିସ ୩୫ଟି ମାମଲା ରୁଜୁ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.