ପୂର୍ବତନ ଆଇଏଏସ୍ ବିନୋଦ କୁମାରଙ୍କୁ ପୁଣି ଜେଲ୍ ଦଣ୍ଡାଦେଶ

ପୂର୍ବତନ ଆଇଏଏସ୍ ବିନୋଦ କୁମାରଙ୍କୁ ପୁଣି ଜେଲ୍ ଦଣ୍ଡାଦେଶ । ଓଡ଼ିଶା ରୁରାଲ ହାଉସିଂ ଡେଭଲପମେଣ୍ଟ କର୍ପୋରେସନ୍ ORHDC ଦୁର୍ନୀତି ମାମଲାରେ ୩ ବର୍ଷ କାରାଦଣ୍ଡ ଦେଲେ ଭିଜିଲାନ୍ସ କୋର୍ଟ ।

ପୂର୍ବତନ ଆଇଏଏସ୍ ବିନୋଦ କୁମାରଙ୍କୁ ପୁଣି ଜେଲ୍ ଦଣ୍ଡାଦେଶ । ଓଡ଼ିଶା ରୁରାଲ ହାଉସିଂ ଡେଭଲପମେଣ୍ଟ କର୍ପୋରେସନ୍ ORHDC ଦୁର୍ନୀତି ମାମଲାରେ ୩ ବର୍ଷ କାରାଦଣ୍ଡ ଦେଲେ ଭିଜିଲାନ୍ସ କୋର୍ଟ । ୫୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ରହିଛି । ଜରିମନା ଅନାଦେୟ ଅଧିକ ୬ ମାସ କାରାଦଣ୍ଡାଦେଶ ।

ଅଷ୍ଟମ ଥର ପାଇଁ ଦୋଷୀ ସବ୍ୟସ୍ତ ହେଲେ ବିନୋଦ କୁମାର । ପୂର୍ବତନ କମ୍ପାନୀ ସେକ୍ରେଟାରୀ ସ୍ୱସ୍ତିରଂଜନ ମହାପାତ୍ର, ପୂର୍ବତନ ଆକାଉଣ୍ଟ ଅଫିସର ପ୍ରଦୀପ ରାଉତ ମଧ୍ୟ ଦୋଷୀ ସାବ୍ୟସ୍ତ । ପୂର୍ବତନ କନିଷ୍ଠ ଲୋନ ଅଫିସର ସତ୍ୟ ପ୍ରକାଶ ବେହେରା ଦୋଷୀ ସାବ୍ୟସ୍ତ । ପୂର୍ବତନ ସିଷ୍ଟମ ଆନାଲିଷ୍ଟ ଜ୍ଞାନେନ୍ଦ୍ର ସ୍ବାଇଁ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like