ପୂର୍ବତନ ବିଧାୟକ ଅଶ୍ବିନୀ ଗୁରୁଙ୍କ ପରଲୋକ

ସମ୍ବଲପୁର : ସମ୍ବଲପୁରର ପୂର୍ବତନ ବିଧାୟକ ଅଶ୍ବିନୀ ଗୁରୁଙ୍କ ପରଲୋକ । ୭୧ ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଛି । ବ୍ରଜରାଜନଗର ସ୍ଥିତ ବାସଭବନରେ ଆଜି ଭୋର 4.30 ସମୟରେ ହୃଦଘାତ ଯୋଗୁଁ  ପରଲୋକ  ହୋଇଛି । ୧୯୮୦-୮୫ ମସିହାରେ କଂଗ୍ରେସ ଟିକେଟରେ ଲଢ଼ି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।  2017  ରୁ 2022 ପର୍ଯ୍ୟନ୍ତ କଂଗ୍ରେସ ଜ଼ିଲ୍ଲା ସଭାପତି ଥିଲେ l  ତାଙ୍କ ପରଲୋକରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

 

You might also like