ନୂଆପଡ଼ା ସୁନାବେଡା ଅଭୟାରଣ୍ୟ ବରକୋଟ ଘାଟିରେ କୁମ୍ବିଂ ଅପରେସନ ବେଳେ ଯବାନ-ମାଓବାଦୀ ମୁହାଁମୁହିଁ
ଯବାନ-ମାଓବାଦୀ ମୁହାଁମୁହିଁ । ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଲେ ଲାଲବାହିନୀ । ନୂଆପଡ଼ା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ବରକୋଟ ଘାଟିରେ କୁମ୍ବିଂ ଅପରେସନ ବେଳେ ସିଆରପିଏଫ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ହେଲେ ଯବାନଙ୍କୁ ସାମନା କରିନପାରି ମାଓବାଦୀମାନେ ଘଟଣାସ୍ଥଳରୁ ଛାତ୍ରଭଙ୍ଗ ଦେଇଛନ୍ତି ।

ନୂଆପଡ଼ା (କେନ୍ୟୁଜ): ଯବାନ-ମାଓବାଦୀ ମୁହାଁମୁହିଁ । ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଲେ ଲାଲବାହିନୀ । ନୂଆପଡ଼ା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ବରକୋଟ ଘାଟିରେ କୁମ୍ବିଂ ଅପରେସନ ବେଳେ ସିଆରପିଏଫ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ହେଲେ ଯବାନଙ୍କୁ ସାମନା କରିନପାରି ମାଓବାଦୀମାନେ ଘଟଣାସ୍ଥଳରୁ ଛାତ୍ରଭଙ୍ଗ ଦେଇଛନ୍ତି ।
ଘଟଣାସ୍ଥଳରେ ୫ ରାଉଣ୍ଡ ଗୁଳିବିନିମୟ ହୋଇଥିବା ବେଳେ ଏଯାଏ କୌଣସି କ୍ଷୟକ୍ଷତିର ସୂଚନା ଆସି ନାହିଁ । ଏବେ ସିଆରପିଏଫ -216 ବାଟାଲିୟନ ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି ।