ଚଢ଼ାଉ ବେଳେ ଚୋରା ମଦ ବେପାରୀଙ୍କ ଆକ୍ରମଣର ଶିକାର ହେଲେ ଅବକାରୀ ବିଭାଗ

ମୋହନା(କେନ୍ଯୁଜ୍): ଗଜପତି ଜ଼ିଲ୍ଲା ରାମଗିରି ପୋଲିସ, ଅବକାରୀ ବିଭାଗ ଏବଂ ଅବକାରୀ ଭ୍ରାମ୍ୟମାଣ ଦଳ ରାମଗିରି ନିକଟସ୍ତ ସିନ୍ଧବା ଗ୍ରାମରେ ଚଢ଼ାଉ କଲାବେଳେ ଚୋରା ମଦ ବେପାରୀଙ୍କ ଆକ୍ରମଣର ଶିକାର ହୋଇଛନ୍ତି l ଏଥିରେ ଜଣେ ଡ୍ରାଇଭର, ସମେତ ଜଣେ ଏସଆଇ ଏବଂ ଜଣେ ମହିଳା କର୍ମଚାରୀ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି l ଏନେଇ ରାମଗିରି ପୋଲିସ ଚୋରା ମଦ ବେପାରୀ ଜଗନ୍ନାଥ ନାୟକଙ୍କ ସମେତ ୫୦ଜଣ ସହଯୋଗୀଙ୍କ ନାମରେ ମାମଲା ରୁଜୁ କରିଛି l ଅନ୍ୟପଟେ ଅବକାରୀ ବିଭାଗ ୧୨୦୦ଲିଟର ପୋଚ ନଷ୍ଟ କରିଥିବା ବେଳେ ୧୨୦ଲିଟର ମଦ ଜବତ କରିଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.