ପେଶାଦାର ଅପରାଧୀ ଶାଳିଆକୁ ତଡ଼ିପାର ନିର୍ଦ୍ଦେଶ, ତା ନାଁରେ ଲିଙ୍ଗରାଜ ଓ ଏୟାରପୋର୍ଟ ଥାନାରେ ରହିଛି ୯ଟି ମାମଲା

ପେଶାଦାର ଅପରାଧୀ ଶାଳିଆକୁ ତଡ଼ିପାର ନିର୍ଦ୍ଦେଶ । ଭୁବନେଶ୍ୱର ଲିଙ୍ଗରାଜ ଥାନା ଅଞ୍ଚଳର ଅପରାଧୀ ଅମିତ ସ୍ୱରୂପ ମହାପାତ୍ର ଓରଫ ଶାଳିଆକୁ ତଡ଼ିପାର ପାଇଁ ନିର୍ଦ୍ଦେଶ ଦିଆଯାଇଛି। ୨୦୧୦ରୁ ୨୦୨୨ ମଧ୍ୟରେ ତା ନାଁରେ ଲିଙ୍ଗରାଜ ଓ ଏୟାରପୋର୍ଟ ଥାନାରେ ୯ଟି ମାମଲା ରହିଛି।

ଭୁବନେଶ୍ୱର(କେନ୍ୟୁଜ୍‌) : ପେଶାଦାର ଅପରାଧୀ ଶାଳିଆକୁ ତଡ଼ିପାର ନିର୍ଦ୍ଦେଶ । ଭୁବନେଶ୍ୱର ଲିଙ୍ଗରାଜ ଥାନା ଅଞ୍ଚଳର ଅପରାଧୀ ଅମିତ ସ୍ୱରୂପ ମହାପାତ୍ର ଓରଫ ଶାଳିଆକୁ ତଡ଼ିପାର ପାଇଁ ନିର୍ଦ୍ଦେଶ ଦିଆଯାଇଛି। ୨୦୧୦ରୁ ୨୦୨୨ ମଧ୍ୟରେ ତା ନାଁରେ ଲିଙ୍ଗରାଜ ଓ ଏୟାରପୋର୍ଟ ଥାନାରେ ୯ଟି ମାମଲା ରହିଛି।

ମାରଣାସ୍ତ୍ର ଦେଖାଇବା, ବଟି ମାଗିବା ଓ ହତ୍ୟା ଉଦ୍ୟମ ଭଳି ମାମଲା ରହିଛି। ସେ ଜଣେ ଅଭ୍ୟାସଗତ ଅପରାଧୀ । ବିଭିନ୍ନ ସମୟରେ ମାରଣାସ୍ତ୍ର ଦେଖାଇ ଲୋକଙ୍କୁ ଭୟଭୀତ କରୁଥିଲା ଶାଳିଆ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.