ଭୁବନେଶ୍ବର(କେନ୍ୟୁଜ୍): ଲେଡ଼ି ଡନ ଗିରଫ। ଶୈଳଶ୍ରୀ ବିହାର ଅଞ୍ଚଳରେ ନିଜକୁ BMC ଅଧିକାରୀ କହି ଜୋର୍ ଜବରଦସ୍ତ ଆଦାୟ କରୁଥିଲେ ଟଙ୍କା। ଏଠାରେ ଆତଙ୍କ ଖେଲାଉଥିବା ସମୟରେ ସ୍ଥାନୀୟ ସମାଜସେବୀ ଦିଲୀପ ସାହୁ ପ୍ରତିବାଦ କରିଥଲେ। ଲେଡ଼ି ଡନଙ୍କ ସହ ଥିବା ବାଉଁଶର କାରରୁ ମାରଣାସ୍ତ୍ର ଆଣି ଡରାଇଥିଲେ। ହେଲେ ସ୍ଥାନୀୟ ଦୋକାନୀ ଯୁବକ ତାଙକୁ କାବୁ କରି ପୋଲିସ ଜିମା ଦେଇଛନ୍ତି। ଲେଡ଼ି ଡନ ଅନୁ ମିଶ୍ର ଓ ତାଙ୍କ ବାଉଁଶରଙ୍କୁ ପୋଲିସ୍ ଗିରଫ କରିଛି। ସେ ବ୍ୟବହାର କରୁଥିବା କାର ଓ ମାରଣାସ୍ତ୍ର ଜବତ କରିଛି ପୋଲିସ।
ଦୁନିଆର ସବୁଠାରୁ ଉଚ୍ଚ ବିଲିଡିଂ ତଥା ଦୁବାଇରେ ଥିବା ବୁର୍ଜ ଖଲିଫାରେ ଝଲସିଲା ଆଇପିଏଲ ୨୦୨୪ ଟ୍ରଫି । ବୁର୍ଜ…
Motorola Moto G85 ଖୁବ୍ ଶୀଘ୍ର ଭାରତରେ ଲଞ୍ଚ ହେବାକୁ ଯାଉଛି ଏବଂ ସ୍ମାର୍ଟଫୋନର ରେଣ୍ଡରଗୁଡିକ ସାମ୍ନାକୁ ଆସିଛି ।…
ଭୁବନେଶ୍ବର (କେନ୍ୟୁଜ): ଭୁବନେଶ୍ବରରୁ ସିଧାସଳଖ କୁଆଲାଲମ୍ପୁରକୁ ଉଡ଼ିଲା ବିମାନ। ଗତକାଲି ରାତିରୁ ବିମାନ ସେବା ଆରମ୍ଭ ହୋଇଛି । ଏୟାର…
ମହାକାଳପଡ଼ା (କେନ୍ୟୁଜ): ଗାତରେ ଫସିଗଲା ବଉଳା କୁମ୍ଭୀର । ନିର୍ମାଣାଧୀନ ସେତୁର ଗର୍ତ୍ତରେ ଫସି ଯାଇଛି କୁମ୍ଭୀର । କେନ୍ଦ୍ରାପଡା…
ଭୁବନେଶ୍ୱର (କେନ୍ୟୁଜ): ଯୁକ୍ତ ତିନି ନାମ ଲେଖା ପାଇଁ ଜୁନ୍ ପ୍ରଥମ ସପ୍ତାହରୁ କରିପାରିବେ ଆବେଦନ । ଅନଲାଇନ୍ ଜରିଆରେ…
ପତ୍ନୀ ହୋଇ ରହିଲେ ମାସକୁ ୫ ହଜାର ଟଙ୍କା ଦେବି । ଶଶୁରଙ୍କ ଏଭଳି କଥାରେ ଥାନାରେ ପହଞ୍ଚିଛି ବୋହୂ…