• Likes
  • Followers
  • Followers
  • Subscribers
  • Subscribe
  • Tuesday, February 10, 2026

KNews Odisha KNews Odisha - Sabuthi Sabubele Hata Muthare Khabar

Logos
  • Home
  • ରାଜ୍ୟ
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • କ୍ରୀଡା
  • ଟେକ୍
  • ମନୋରଂଜନ
  • ସ୍ପେଶାଲ
  • ଲାଇଫ୍ ଷ୍ଟାଇଲ୍
  • ବିବିଧ
KNews Odisha
  • Home
  • ରାଜ୍ୟ
  • ସମ୍ବଲପୁର ଏସ୍‌ପିଙ୍କ ନାଁରେ ଫେକ୍‌ ଫେସ୍‌ବୁକ୍‌ ଆକାଉଣ୍ଟ ଖୋଲି ଫସିଲେ ନାବାଳକ, ପୂର୍ବରୁ ଏମିତି କରି ଯାଇସାରିଛନ୍ତି ବାଲ ସୁଧାର ଗୃହ

ସମ୍ବଲପୁର ଏସ୍‌ପିଙ୍କ ନାଁରେ ଫେକ୍‌ ଫେସ୍‌ବୁକ୍‌ ଆକାଉଣ୍ଟ ଖୋଲି ଫସିଲେ ନାବାଳକ, ପୂର୍ବରୁ ଏମିତି କରି ଯାଇସାରିଛନ୍ତି ବାଲ ସୁଧାର ଗୃହ

By KNews Bureau On Jan 10, 2020
sp

ସମ୍ବଲପୁର: ସମ୍ବଲପୁର ଏସ୍‌ପିଙ୍କ ନାଁରେ ଫେକ୍‌ ଫେସ୍‌ବୁକ୍‌ ଆକାଉଣ୍ଟ ଖୋଲି ଫସିଲେ ନାବାଳକ । ଫେସ୍‌ବୁକ୍‌ ଆକାଉଣ୍ଟ ଖୋଲି ଥାର୍ଡ ପାର୍ଟି ଜରିଆରେ ଜଣେ ବ୍ୟବସାୟୀଙ୍କଠାରୁ ଲାପ୍‌ଟପ୍‌ ଠକେଇ କରିଥିବା ଅଭିଯୋଗ ପରେ ନାବାଳକକୁ ଧରିଛି ପୋଲିସ । ପୂର୍ବରୁ ଏହି ନାବାଳକ ସମ୍ବଲପୁର ଜିଲ୍ଲାପାଳ, ନରସିଂହ ମିଶ୍ର, ଜୟନାରାୟଣ ମିଶ୍ର, ନବ ଦାସଙ୍କ ନାଁରେ ଫେକ୍‌ ଆଇଡି ଖୋଲି ପୋଲିସ ଦ୍ୱାରା ଗିରଫ ହୋଇ ବାଲ ସୁଧାର ଗୃହ ଯାଇଥିଲା । ସେଠାରୁ ଫେରିବା ପରେ ପୁଣି ଠକିବା ଆରମ୍ଭ କରିଛି । ପୋଲିସ ତାକୁ ଧରିବା ସହ ତାଠାରୁ ଏକ ଲାପ୍‌ଟପ୍‌ ଓ ମୋବାଇଲ୍‌ ସିମ୍‌ କାର୍ଡ ଜବତ କରିଛି ।

fake facebook account
Share FacebookTwitterWhatsAppEmailFacebook MessengerPinterestReddItLinkedinTelegram
Recent Posts
  • ଜାଲରେ ପଡ଼ିଲା ୧ କୋଟିରୁ ଅଧିକ ଟଙ୍କାର କାଣ୍ଟ ମାଛ, ପଠାଗଲା…

    Feb 9, 2026 0
  • ଅଭିନେତା ସାତ୍ୟକୀ ମିଶ୍ରଙ୍କୁ ହତ୍ୟା ଧମକ, ଡିସିପିଙ୍କ ଅଫିସରେ…

    Feb 9, 2026 0
  • ଦ୍ୱାଦଶ ଏସୀୟ ଇନ୍‍ଡୋର ଆଥଲେଟିକ୍ସ ଚାମ୍ପିୟନସିପରେ KIIT କୁ ୩…

    Feb 9, 2026 0
  • ଆଜି ମୁଖ୍ୟମନ୍ତ୍ରୀଙ୍କ ୧୭ତମ ଜନ ଅଭିଯୋଗ ଶୁଣାଣି : ୯୪ ପ୍ରତିଶତ…

    Feb 9, 2026 0
  • ମାଲକାନଗିରିରେ ଗଞ୍ଜେଇ ତେଲ ପ୍ରସ୍ତୁତ କାରଖାନା ଠାବ, ୪ ଗିରଫ

    Feb 9, 2026 0
  • ବେଦାନ୍ତ ଆଲୁମିନିୟମ ପକ୍ଷରୁ ଲାଞ୍ଜିଗଡ଼ରେ କର୍କଟ ସଚେତନତା…

    Feb 9, 2026 0
  • About KNews Odisha
  • Contact us
  • Privacy Policy
  • Terms Of Service
  • Disclaimer
© 2026 - Knews Odisha. All Rights Reserved.
Portal Devloped & Maintained by knewsodisha
  • Home
  • ରାଜ୍ୟ
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • କ୍ରୀଡା
  • ଟେକ୍
  • ମନୋରଂଜନ
  • ସ୍ପେଶାଲ
  • ଲାଇଫ୍ ଷ୍ଟାଇଲ୍
  • ବିବିଧ