ରାଉରକେଲାରେ ନକଲି ମୋବିଲ କାରଖାନା ଠାବ, ୨ ଜଣଙ୍କୁ ଅଟକ

ରାଉରକେଲା: ରାଉରକେଲା ବିଶ୍ରା ଥାନା ଅଞ୍ଚଳରେ ନକଲି ଇଞ୍ଜିନ ଅଏଲ ତିଆରି କାରଖାନା ଠାବ ହୋଇଛି । ଆସିୟାନା କଲୋନୀର ଏକ ବିଲ୍ଡିଂରେ ତିଆରି ହେଉଥିଲା ଡୁପ୍ଲିକେଟ ମୋବିଲ । ନାମୀ ଦାମୀ ମୋବିଲ କମ୍ପାନୀର ଲୋଗ ଲଗାଇ ବିକ୍ରୀ କରୁଥିଲେ ନକଲି ସାମଗ୍ରୀ । ରାଉଲକେଲା ପୋଲିସ ଦ୍ବାରା ଚଢ଼ାଉ କରାଯାଇ ହଜାର ହାଜାର ମୋବିଲ ବୋଟଲ, ପୋଡା ମୋବିଲ ସହ ନକଲି ମୋବିଲ ଜବତ କରାଯାଇଛି । ଏଥିରେ ସମ୍ପୃକ୍ତ ୨ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ ।

 

ଆହୁରି ପଢ଼ନ୍ତୁ: ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଖି ଅପରେସନ ପାଇଁ ଟଙ୍କା ନେଉଥିବା ଅଭିଯୋଗ