ନକଲି ପୋଲିସ ଗିରଫ
ଡୁବ୍ଲିକେଟ ପୋଲିସ ଗିରଫ, ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଦ୍ୱାରା ଜଣେ ମହିଳା ଗିରଫ, ନିଜକୁ ପୋଲିସ କହି ଲୋକଙ୍କୁ ଠକୁଥିବା ବେଳେ ଧରିଲା ପୋଲିସ, ସ୍କୁଟି ଓ ପୋଲିସ ଡ୍ରେସ ଜବତ, ଅଭିଯୁକ୍ତ ମହିଳା ଜଣକ ହେଲେ ରାଇରଙ୍ଗପୁରର ପ୍ରତିଭା ମହାନ୍ତ !
ରାଇରଙ୍ଗପୁର (କେନ୍ୟୁଜ): ନକଲି ପୋଲିସ ଗିରଫ । ଘଟଣାଟି ଜଣାଯାଇଛି ରାଇରଂଗପୁରରୁ । ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଦ୍ୱାରା ଜଣେ ମହିଳା ଗିରଫ ହୋଇଛନ୍ତି । ନିଜକୁ ପୋଲିସ କହି ଲୋକଙ୍କୁ ଠକୁଥିବା ବେଳେ ପୋଲିସ ଧରିଛି । ସ୍କୁଟି ଓ ପୋଲିସ ଡ୍ରେସ ଜବତ କରିଛି ପୋଲିସ । ଅଭିଯୁକ୍ତ ମହିଳା ଜଣକ ରାଇରଙ୍ଗପୁରର ପ୍ରତିଭା ମହାନ୍ତ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ।