ପାହାଳରୁ ପୁଣି ନକଲି କାରଖାନା ଠାବ: ବିପୁଳ ପରିମାଣର ପୋକ ସାଲୁବାଲୁ ଆଚାର ଓ ସସ୍ ଜବତ

ଭୁବନେଶ୍ବର: ରାଜଧାନୀରେ ପୁଣି ନକଲି ଜିନିଷ। ପାହାଳରୁ ଠାବ ହୋଇଛି ନକଲି ଆଚାର ଓ ସସ୍‌ । ବିପୁଳ ପରିମାଣର ସସ୍‌ ଓ ଆଚାର ଜବତ କରିଛି କମିଶନରେଟ୍‌ ପୋଲିସ।

pickleଆଚାରରେ ପୋକ ସାଲୁବାଲୁ ହେଉଥିବାବେଳେ ସେଥିରୁ ଗନ୍ଧ ବାହାରୁଛି। କମିଶନରେଟ ପୋଲିସ ପକ୍ଷରୁ ଜାରି ରହିଛି ଚଢାଉ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.