ବାଲେଶ୍ଵର ରେମୁଣାରେ ନକଲି ମଦ କାରଖାନା ଠାବ, ଜଣେ ମହିଳା ଗିରଫ

ବାଲେଶ୍ଵର : ବାଲେଶ୍ଵର ଜିଲ୍ଲା ରେମୁଣାରେ ନକଲି ମଦ କାରଖାନା ଠାବ । ସଦର ଅବିକାରୀ ଓ ଜିଲ୍ଲା ମୋବାଇଲ ସ୍କ୍ଵାର୍ଡର ମିଳିତ ଚଢାଉରେ ବିପୁଳ ପରିମାଣର ମଦ ତିଆରି ସାମଗ୍ରୀ ଜବତ ସହ ଜଣେ ମହିଳାଙ୍କୁ ଗିରଫ କରାଯାଇଛି ।

ମହିଳାଙ୍କ ସମେତ ତାଙ୍କ ପରିବାର ଦୀର୍ଘଦିନ ଧରି ବେଆଇନ ନକଲି ମଦ ପ୍ରସ୍ତୁତ କରି ଲୋକଙ୍କୁ ବିକ୍ରି କରି ଆସୁଥିଲେ ।

Leave A Reply

Your email address will not be published.