ରାଜଧାନୀ ଉପକଣ୍ଠ କପିଳେଶ୍ୱର ଅଞ୍ଚଳରେ ଅଘଟଣ , ନିଆଁରେ ପୋଡ଼ି ହୋଇ ସ୍ୱାମୀ,ସ୍ତ୍ରୀ ଓ ପୁଅ ଗୁରୁତର

ଭୁବନେଶ୍ବର(କେନ୍ୟୁଜ୍) : ପାରିବାରିକ କଳହର କରୁଣ ପରିଣତି । ନିଆଁରେ ପୋଡ଼ି ହୋଇ ସ୍ୱାମୀ,ସ୍ତ୍ରୀ ଓ ପୁଅ ଗୁରୁତର ଆହତ । ରାଜଧାନୀ ଉପକଣ୍ଠ କପିଳେଶ୍ୱର ଅଞ୍ଚଳରେ ଗୋଟିଏ ପରିବାର ୩ ଜଣ ସଦସ୍ୟ ଦେହରେ କିରାସିନ୍‌ ଢାଳି ଦେହରେ ନିଆଁ ଲଗାଇ ଦେଇଛନ୍ତି । ଘରୋଇ ବିବାଦରୁ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି । ସମସ୍ତ ଗୁରୁତରଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.