ରାୟଗଡ଼ : ବିଜୁଳି ଚୋରି କରି ଖେତରେ ଜଳସେଚନ କରୁଥିବା ଚାଷୀଙ୍କୁ ଦଣ୍ଡିତ କଲେ କୋର୍ଟ । ରାୟଗଡ଼ ଜିଲ୍ଲା କୋର୍ଟ ଜଣେ ଚାଷୀଙ୍କୁ ବର୍ଷେ ଜେଲ୍ ସହ ୨ ଲକ୍ଷ ୩୮ ହଜାର ଟଙ୍କା ଅର୍ଥଦଣ୍ଡ ଦେଇଛନ୍ତି । ୨୦୧୦ ମାଚ୍ର୍ ୧୦ ତାରିଖରେ ସରିୟା ଥାନା ଅନ୍ତର୍ଗତ କଣ୍ଟପାଳି ଗାଁରେ ବସନ୍ତ ମାଲିଙ୍କୁ ବିଦ୍ୟୁତ୍ ବିଭାଗ ଅଧିକାରୀ ବିଜୁଳି ଚୋରି କରୁଥିବା ବେଳେ ଧରିଥିଲେ । ତାଙ୍କ ନାଁରେ ମକଦ୍ଦମା ରୁଜୁ ହୋଇଥିଲା ।
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…
ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…
ଭଦ୍ରକ (କେନ୍ୟୁଜ୍) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…
ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…