ଚାଷୀଙ୍କ ପାଇଁ ହୋଇପାରେ କୃଷିଋଣ ଛାଡ଼

Pradeep Maharathy

ଭୁବନେଶ୍ବର : ଚାଷୀଙ୍କ ପାଇଁ ହୋଇପାରେ କୃଷିଋଣ ଛାଡ଼ । ଏନେଇ ରାଜ୍ୟ ସରକାର ବିଚାରବିମର୍ଶ କରୁଛନ୍ତି । କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି, ଚାଷୀଙ୍କ ହିତ ପାଇଁ ଯାହା ଆବଶ୍ୟକ, ସେନେଇ ପଦକ୍ଷେପ ନିଆଯିବ । ସେପଟେ ଚାଷୀଙ୍କୁ ଆଣ୍ଡ୍ରଏଡ୍‌ ଫୋନ୍‌ ପ୍ରଦାନ କରାଯିବ । ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି, ଏଥିପାଇଁ ବଜେଟରେ ୩ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । ରାଜ୍ୟ ସରକାର ଏନେଇ ନୀତିଗତ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ଖୁବ୍‌ଶୀଘ୍ର ଟେଣ୍ଡର କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.