ରାଜଧାନୀରେ ପୁଣି ଗର୍ଜିଲେ ଚାଷୀ : ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବିରେ ହେବ ବିଧାନସଭା ଘେରାଉ

ଭୁବନେଶ୍ବର (କେନ୍ୟୁଜ୍) : ହଜାର ହଜାର ସଂଖ୍ୟାରେ ଚାଷୀ ବିଭିନ୍ନ ଜିଲ୍ଲାରୁ ଆସି ଭୁବନେଶ୍ୱରରେ ଏକାଠି ହୋଇଛନ୍ତି। ଲୋୟର ପିଏମ୍ଜିରେ ଏକାଠି ହୋଇ ମହାସମାବେଶ କରିବେ। ଦରକାର ପଡିଲେ ଜାତୀୟ ରାଜପଥ ଅବରୋଧ କରାଯିବ। ସେପଟେ ବିଭିନ୍ନ ସ୍ଥାନରେ ପୋଲିସ ଚାଷୀଙ୍କୁ ଅଟକାଉଛି। ଚାଷୀଙ୍କ ମହାସମାବେଶ ପାଇଁ ଲୋୟର ପିଏମ୍ଜି ସମେତ ଜାତୀୟ ରାଜପଥରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.