ଭଞ୍ଜନଗର ବଡକୋଦଣ୍ଡା ଗ୍ରାମରେ ଅଭାବନୀୟ ଘଟଣା: ପୁଅଠାରୁ ଧକ୍କା ଖାଇ ବାପା ମୃତ

ଭଞ୍ଜନଗର(କେନ୍ଯୁଜ୍):ପୁଅଠାରୁ ଧକ୍କା ଖାଇ ଗୁରୁତର ହୋଇପଡିଥିବା ବାପା ମୃତ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ବଡକୋଦଣ୍ଡା ଗ୍ରାମରେ ଅଭାବନୀୟ ଘଟଣା । ମୃତକ ହାଡୁବନ୍ଧୁ ନାୟକ ।

ସାହିର କିଛି ଯୁବକଙ୍କ ସହ ହାଡୁବନ୍ଧୁଙ୍କ ପୁଅର ମାଡପିଟ୍‌ ଚାଲିଥିଲା । ଅଟକାଇବାକୁ ଯାଇଥିବା ବେଳେ ପୁଅ ଧକ୍କାରେ ବାପା ଅସୁସ୍ଥ ହୋଇଥିଲେ । ପରେ ତାଙ୍କର ମୃତ୍ୟୁ ହୋଇଛି ।

Leave A Reply

Your email address will not be published.