ମାଲକାନଗିରି(କେନ୍ୟୁଜ୍): ଜୀବନର ସାୟାନ୍ନରେ ଆଡ଼େଇ ଦେଲେ ପୁଅ ବୋହୂ। ନିଃସଙ୍ଗ, ଅସହାୟ ଭାବେ ଗୋଟିଏ ଘରେ ପଡ଼ିରହିଲେ ଦେଢମାସରୁ ଅଧିକ ସମୟ। ବାପା ଯେ ତାଙ୍କୁ ଜନ୍ମ ଦେଇ ପାଳିପୋଷି ମଣିଷ କରିଥିଲେ ଭୁଲିଗଲା ପୁଅ। ମାଲକାନଗିରି ବ୍ଲକ କଲୋନୀରୁ ଆସିଛି ଏଭଳି ସମ୍ବେଦନଶୀଳ ଘଟଣା। ମିସ୍ତ୍ରୀ କାମ କରି ପେଟ ପୋଷୁଛିବା ୭୦ ବର୍ଷିୟ ଲୋକନାଥ ଦାସଙ୍କ ସ୍ତ୍ରୀଙ୍କ ଦେହାନ୍ତ ପରେ ପୁଅ ଝିଅ ତାଙ୍କ ଠାରୁ ଦୂରେଇ ଯାଇଥିଲେ। ଏପରିକି ସେ କିପରି ଚଳୁଛନ୍ତି ତାହା ମଧ୍ୟ ଜାଣିବାକୁ ଆଗ୍ରହ ଦେଖାଇନଥିଲେ। ତେବେ ଏହାକୁ କିଛି ସମାଜସେବୀ ଜାଣିବା ପରେ ଲୋକନାଥଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସା କରିଛନ୍ତି। ଏହାସହ ସରକାରଙ୍କ ଯୋଜନାରେ ମିଳୁଥିବା ସୁବିଧା ଯୋଗାଇ ଦେବାକୁ ମଧ୍ୟ ଦାବି କରିଛନ୍ତି।
ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…
ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…
ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…
ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…
ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…
ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…