ଜି. ଉଦୟଗିରି ଥାନା ମହିଳା SIଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଇକିଆ(କେନ୍ୟୁଜ୍):ମହିଳା SIଙ୍କ ଆତ୍ମହତ୍ୟା। କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଥାନା ମହିଳା SIଙ୍କ ଆତ୍ମହତ୍ୟା ଅଭିଯୋଗ। ସରକାରୀ ବାସଭବନରେ ଆତ୍ମହତ୍ୟା କରିଥିବା ସୂଚନା। ଆଜି ସକାଳେ ବେକରେ ଓଢ଼ଣି ଲଗାଇ ଆତ୍ମହତ୍ୟା କରିଛନ୍ତି ମହିଳା SI। ତେବେ କଣ ପାଇଁ ଆତ୍ମହତ୍ୟା କଲେ ସେନେଇ କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ପୋଲିସ ତଦନ୍ତ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.