ଜେଲ୍‌ରୁ ବିଚାରାଧୀନ କଏଦୀ ଫେରାର୍, ସ୍ତ୍ରୀର ହତ୍ୟା ମାମଲାରେ ହୋଇଥିଲା ଗିରଫ

ନୟାଗଡ଼(କେନ୍ୟୁଜ): ଦଶପଲ୍ଲା ଉପକାରାଗାରରୁ ବିଚାରଧୀନ କଏଦୀ ହିମାଂଶୁ ଶେଖର ନାୟକ ଫେରାର । ଆଜି ଅପରାହ୍ନରେ ୱାଡ଼ର୍ କୃଷ୍ଣ ଚନ୍ଦ୍ର ପ୍ରଧାନ ମୁଖ୍ୟ ଫାଟକ ସଫା କରୁଥିବା ବେଳେ, ଫେରାର ହୋଇ ଯାଇଥିଲେ ହିମାଂଶୁ । ଦଶପଲ୍ଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଜେଲର ମାନସ ରଞ୍ଜନ ସାମନ୍ତ । ୨୦୧୯ ମସିହା ରେ ନିଜ ସ୍ତ୍ରୀକୁ ହତ୍ୟା କରି ବିଚାରଧୀନ କଏଦୀ ଥିଲେ ହିମାଂଶୁ ନାୟକ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.