କଟକ ମୁକାମେଶ୍ୱର ଗାଁରୁ ନକଲି ଚା କାରଖାନା ଠାବ, ଜଣଙ୍କୁ ଅଟକ ରଖି ଚାଲିଛି ପଚରାଉଚରା

କଟକ : ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ ସହର । ପୁଣି ନକଲି ସାମଗ୍ରୀ ପ୍ରସ୍ତୁତ କାରଖାନା ଠାବ । ବ୍ରାଣ୍ଡ ଅସଲି ଜନିଷ ନକଲି । ମୁକାମେଶ୍ୱର ଗାଁରୁ ଏକ ଚା ଗୋଦାମ ଠାବ ହୋଇଛି।

ନକଲି କାରଖାନା ଚାଲୁଥିବା ଖବର ପାଇ କଟକ ସଦର ପୋଲିସ ଚଢାଉ କରି ବିପୁଳ ପରିମାଣର ଅପମିଶ୍ରିତ ସାମଗ୍ରୀ ଜବତ କରିଛି। ଏହାସହ ବିଭିନ୍ନ ବ୍ରାଣ୍ଡର ଷ୍ଟିକର ମଧ୍ୟ ଜବତ ହୋଇଛି। ଘଟଣାରେ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.