କରଞ୍ଜିଆ ଟ୍ରେଜେରୀ ଅଫିସ୍‌ରେ ଅଗ୍ନିକାଣ୍ଡ, ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ସହ କମ୍ପ୍ୟୁଟର ପୋଡି ନଷ୍ଟ

କରଞ୍ଜିଆ (କେନ୍ଯୁଜ୍): ନିଆଁ ଲାଗି ଟ୍ରେଜେରୀ ଛାରଖାର । ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ସହ କମ୍ପ୍ୟୁଟର ପୋଡି ନଷ୍ଟ । କରଞ୍ଜିଆ ଟ୍ରେଜେରୀ ଅଫିସ୍‌ରେ ଅଗ୍ନିକାଣ୍ଡ । ଆଜି ଭୋର ୪ଟା ସମୟରେ ନିଆଁ ଲାଗିଥିଲା ।

ସର୍ଟ ସକିଟ ଯୋଗୁ ନିଆଁ ଲାଗିିଥିବା ଅନୁମାନ କରାଯାଉଛି । ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଅଫିସରେ ୫ଜଣ ସୁରକ୍ଷାକର୍ମୀ ନିୟୋଜିତ ଥିବା ବେଳେ ନିଆଁ କେମିତି ଲାଗିଲା, ତାକୁ ନେଇ ପ୍ରଶ୍ନ ଉଠିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.