ବାଲେଶ୍ୱର ସବ୍‌ ରେଜିଷ୍ଟ୍ରାର ଅଫିସରେ ନିଆଁ, ଚାହୁଁ ଚାହୁଁ ଜଳିଗଲା ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ଓ ଦସ୍ତାବିଜ

ବାଲେଶ୍ୱର : ବାଲେଶ୍ୱର ସବ୍‌ ରେଜିଷ୍ଟ୍ରାର ଅଫିସରେ ନିଆଁ । ଚାହୁଁ ଚାହୁଁ ଜଳିଗଲା ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ଓ ଦସ୍ତାବିଜ । ଗତକାଲି ରାତି ସାଢେ ୯ଟା ବେଳେ ନିଆଁ ଲାଗିଯାଇଥିଲା । ତେବେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଅଗ୍ନିକାଣ୍ଡର କାରଣ ଯଣାପଡି ନାହିଁ । ତେବେ ସଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ସହଦେବ ଖୁଣ୍ଟା ଥାନା ପୋଲିସ ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.