ବ୍ରହ୍ମପୁର ଏମକେସିଜିର ୟୁରୋଲୋଜି ବିଭାଗ ଅପରେସନ ଥିଏଟରରେ ନିଆଁ

ବ୍ରହ୍ମପୁର(କେନ୍ୟୁଜ୍): ବ୍ରହ୍ମପୁର ଏମକେସିଜିରେ ନିଆଁ। ମେଡିକାଲର ୟୁରୋଲୋଜି ବିଭାଗ ଅପରେସନ ଥିଏଟରରେ ନିଆଁ ଲାଗିଥିବା ଜଣାପଡ଼ିଛି। ଧୁଆଁ ବାହାରିବା ପରେ ଭୟରେ ରୋଗୀମାନେ ବାହାରକୁ ବାହାରିଆସିଛନ୍ତି। ତେବେ କେଉଁ ପରିସ୍ଥିତିରେ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ। ଅଗ୍ନିଶମ ବାହୀନି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.