ପିଠାପୁର ସ୍ଥିତ କପଡା ଦୋକାନରେ ଅଗ୍ନିକାଣ୍ଡ, ସଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ
କଟକ : କଟକ ପିଠାପୁର ସ୍ଥିତ ଏକ କପଡା ଦୋକାନରେ ଅଗ୍ନିକାଣ୍ଡ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ । ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରୁଛନ୍ତି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ । କଟକ ପିଠାପୁର ସ୍ଥିତ ଏକ ଶାଡି ଦୋକାନ ରେ ନିଆଁ । ପ୍ରାଥମିକ ତଦନ୍ତ ରୁ ସଟ ସର୍କିଟ ରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଅଗ୍ନିଶମ ବାହିନୀ ପହଁଚି ନିଆକୁ ଆୟତ କରିଛି । ଅଗ୍ନିଶମ ବାହିନୀ ର 2ଟା ଗାଡି ନିଆଁ ଲିଭା କାଯ୍ୟରେ ନୋୟୋଜିତ ଅଛନ୍ତି । ନିଆଁକୁ ଆୟତ କରିଛି ଅଗ୍ନିଶମ ବାହିନୀ ।